The Kubera Principle

Home GDPR About Contact Terms Policy

ଭାରତ ବାହାରେ ଆଉ ଏକ ଭାରତ!!! world islands| Second India | Dubai | man made island | world island map | Updated for 2024

Updated: May 2, 2024

Second India

ଜାଣନ୍ତୁ ଦ୍ବିତୀୟ ଭାରତ କେଉଁଠି ଅଛି…ଏଥିସହ ଦ୍ବିତୀୟ ପାକିସ୍ତାନ, ଦ୍ବିତୀୟ ଚାଇନା, ଦ୍ବିତୀୟ ନେପାଳ, ଦ୍ବିତୀୟ ମାଲେସିଆ, ଦ୍ବିତୀୟ ଅଷ୍ଟ୍ରେଲିଆ, ଦ୍ବିତୀୟ ଶ୍ରୀଲଙ୍କା ଆଦି ୩୦୦ ଦ୍ବୀପର ସମାହାରରେ ଗଠିତ ଏକ Island ହେଉଛି World Island. ୨୦୦୩ ମସିହାରେ ଏହି ମଣିଷ ନିର୍ମିତ World Island ତିଆରି କରିବାକୁ ନିଷ୍ପତ୍ତି ନିଆଯାଇଥିଲା। Worldର ଆକୃତି ପରି ଏହି Islandର ଆକୃିତି କରିବାକୁ ସ୍ଥିର କରାଯାଇଥିଲା। ତେଣୁ ଏହି Islandର ନାମକରଣ World Island ରଖାଯାଇଛି।

ଜାଣନ୍ତୁ କେଉଁଠି ଅଛି ଏହି World Island… ଜାଣନ୍ତୁ ଏହାର ନିର୍ମାଣ ପଛର କାରଣ ଏବଂ ଖାଲି ପଡିଥିବାର ରହିସ୍ୟ…

world island| Second India | Dubai | man made island | world island map | Second China | Second Pakistan | Second Srilanka | Are The World islands in Dubai finished?
What happened to Dubai World Islands? Who owns the World Islands in Dubai?
‎Nakheel Properties