The Kubera Principle

Home GDPR About Contact Terms Policy

Dubai Museum – ଦୁବାଇ ମ୍ୟୁଜିୟମ୍ ରେ ଦେଖା ହୋଇଗଲେ ଆମ ଓଡ଼ିଆ ଲୋକ! ଏମିତି ତାଙ୍କର ଅନୁଭୂତି | Odia Vlogger Updated for 2024

Updated: March 23, 2024

ପୂର୍ବରୁ କେମିତି ଥିଲା ଦୁବାଇ ର ଐତିହ ଏବଂ ଜନଜୀବନ। ଦୁବାଇ ମ୍ୟୁଜିୟମ ଟୁର ରେ ଆସନ୍ତୁ ଜାଣିବା ଦୁବାଇ ର ଇତିହାସ। ଏହା ଏକ ଭୂତଳ ସଂଗ୍ରହାଳୟ (Underground Museum)। ପ୍ରସ୍ତର ଯୁଗ ରୁ ଆରମ୍ଭ କରି ବ୍ରୋଞ୍ଜ ଯୁଗ ପର୍ଯ୍ୟନ୍ତ ସମସ୍ତ ପ୍ରାମାଣିକ ତଥ୍ୟ ର ଏହା ଏକ ବୃହତ ସଂଗ୍ରହାଳୟ । ମରୁଭୂମି ରେ ଜୀବନଯାପନ ନିମନ୍ତେ ଏଠାକାର ଅଧିବାସୀ ଓଟ ଏବଂ ଅନ୍ୟ ଗୃହପାଳିତ ପଶୁ ଙ୍କ ବ୍ୟବହାର କରିଥାନ୍ତି , ତାହା ଏଠାରେ ପ୍ରଦର୍ଶିତ କରାଯାଇଛି। ଚିଲ ହେଉଛି ଦୁବାଇ ର ଜାତୀୟ ପକ୍ଷୀ। ଓଟ ହେଉଛି ଜାତୀୟ ପଶୁ।
କିଛି ଓଡ଼ିଆ ଲୋକ ମାନଙ୍କ ସହ ଏଠାରେ ଦେଖା ହୋଇଗଲା ଯେଉଁମାନେ କି ଭିଜିଟ ଭିସା ରେ ଆସିଥିଲେ। ବହୁତ ଭଲ ଲାଗିଲା ସେମାନଙ୍କ ସହ ମିଶି। ଭିଡିଓ ରେ ମୁଁ ଆପଣ ମାନଙ୍କୁ ଏହି ସବୁ ବିଷୟ ରେ ଜଣେଇବାକୁ ଚେଷ୍ଟା କରିଛି। ଆଶା କରୁଛି ଆପଣ ମାନଙ୍କୁ ଏହା ଭଲ ଲାଗିଥିବା। କମେନ୍ଟ ମାଧ୍ୟମ ରେ ମତାମତ ଜଣାନ୍ତୁ।

ଧନ୍ୟବାଦ, ଜୟ ଜଗନ୍ନାଥ, ଜୟ ହିନ୍ଦ୍

This video has shown you the culture and history of Dubai. How they used to manage their business using goods exchange with other countries is also explained. Those days they used to take help of Camel to find water in desert. It is also observed Dubai has civilization existing during Stone age and Bronze age. Archaeological department findings are also placed in the museum which are very informative. I hope you like this video. please let me know your thoughts in the comment section.

Thanks! Jay Jagannath
Jay Hind!

ମୋ ଚ୍ୟାନେଲ୍ ର ଅନ୍ୟାନ୍ୟ ଭିଡିଓ ଗୁଡିକ ଦେଖନ୍ତୁ/ Others Videos on my channel :
—————————————————————————————————————–
Burj Khalifa : https://youtu.be/OvFeOfO5JJw
ତେଲ ଖଣି କ୍ୟାମ୍ପ ଏରିଆ/Oil field Dubai : https://youtu.be/vxiJ6H4InhA
ଲାଷ୍ଟ୍ ଏକଜିଟ୍ /Last Exit Dubai : https://youtu.be/83MHgGO2SvE
ଦୁବାଇ ରେ ବୋଟ ରାଇଡିଂ/Boat Riding in Dubai : https://youtu.be/N84rEKtWI-Y
ଦୁବାଇ ଏୟାରପୋର୍ଟ ଭିଡିଓ : https://youtu.be/OoGkLEs3I1s
ପରିବା ମାର୍କେଟ ଦୁବାଇ : https://youtu.be/YlpQ5ZCBuXs
ଦୁବାଇ ରେ କ୍ରିକେଟ ଖେଳ : https://youtu.be/-VR_fYvPcAc
ପାଣି ଜାହାଜ ରେ ଦୁବାଇ/ Ferry Ride Dubai : https://youtu.be/hHMEaVIDCaE
ବୁର୍ଜ ଖଲିଫା ଭାଗ-୧ /Dubai Mall & Burj Khalifa : https://youtu.be/4MFEsF3vyk4
ଦୁବାଇ ର ରାସ୍ତାଘାଟ / Roads & Buildings in Dubai : https://youtu.be/Fuy62vyINUE

Follow me on:
Twitter: https://twitter.com/iamgyanaranjan
Instagram: https://instagram.com/iamgyanaranjan
#Dubai #DubaiVlog #DubaiTourism #DubaiMuseum #HistoryOfDubai #OdiaVlogger #GyanaranjanMishra